ଓଡିଶା ସରକାରଙ୍କ କାଳିଆ ଯୋଜନା ଦ୍ୱାରା ପ୍ରତ୍ୟେକ ଚାଷୀଙ୍କୁ ୫୦୦୦+୫୦୦୦+ ଦିଆଯାଇଅଛି l ଏଥିରେ ଯେଉଁ ଚାଷୀ ମାନେ କେବଳ ଗୋଟିଏ ୧ମ କିସ୍ତି ପାଇ ଛନ୍ତି କିନ୍ତୁ ୨ୟ କିସ୍ତି ପାଇ ନାହାନ୍ତି ସେମାନେ ୨ୟ କିସ୍ତି ପାଇ ଅନଲାଇନ କରି ପାରନ୍ତି l ଯେଉଁ ଚାଷୀ ମାନେ ଗୋଟିଏ ଥର ମଧ୍ୟ ପାଇ ନାହାନ୍ତି ସେମାନେ ମଧ୍ୟ ଅନଲାଇନ କରି ପାରିବେ l
ଆବଶ୍ୟକ ଡକ୍ୟୁମେଂଟସ ହେଲା
1. ଆଧାର କାର୍ଡ ,
2.ପାସ୍ ବୁକ (୧ ଜାନୁଆରୀ ରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ପାସ୍ ବୁକ ରେ ପ୍ରିଣ୍ଟ ହୋଇଥିବା ) ,
3. ରେସନ କାର୍ଡ ,
4. ଜମି ପଟ୍ଟା ,
5. ମନରେଗା ଜବ କାର୍ଡ ,
6.ମୋବାଇଲ ନମ୍ବର
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ - GAYATRI COMPUTER GOLAMUNDA, Mob. 9777351475, 6370116705 କିମ୍ବା ଭିଜିଟ କରନ୍ତୁ ଆମ ଓ୍ବେବସାଇଟ WWW.CSCONLINESEVA.BLOGSPOT.COM
ଧନ୍ୟବାଦ

hello
ReplyDelete